Meaning : ଏଭଳି ଆନ୍ତରିକ ଦୁଃଖ ଯେଉଁଥିରେ ଲୁହ ବାହାରେ ନାହିଁ
Example :
ପୁତ୍ର ମୃତ୍ୟୁର ଅନ୍ତର୍ଦୁଃଖ ତାଙ୍କୁ ମୌନ କରିଦେଇଛି
Translation in other languages :
ऐसा आंतरिक दुख जिसमें आँसू नहीं निकलता है।
पुत्र मृत्यु के अंतर्वाष्प ने उसे मौन कर दिया है।