Meaning : ଏକରୁ ଅଧିକ ଜାତି ସହିତ ସମ୍ବନ୍ଧିତ
Example :
ଆଜିକାଲି ଅନ୍ତର୍ଜାତୀୟ ବିବାହକୁ ଅଗ୍ରାଧିକାର ମିଳିଛି
Translation in other languages :
Meaning : ଏକରୁ ଅଧିକ ରାଷ୍ଟ୍ର ବା ଦେଶମାନଙ୍କର ସମ୍ବନ୍ଧ
Example :
ଭାରତ ଅନ୍ତର୍ଜାତୀୟ ବ୍ୟାପାରକୁ ଉତ୍ସାହିତ କରୁଛି
Synonyms : ଅନ୍ତରାଷ୍ଟ୍ରୀୟ, ଅନ୍ତର୍ଦେଶୀୟ, ଆନ୍ତର୍ଜାତିକ