Meaning : ସରକାରଙ୍କଦ୍ୱାରା ନିଶ୍ଚିତ କରାଯାଇଥିବା ବା ଚିହ୍ନିତ କରାଯାଇଥିବା ବନ୍ୟଜାତି ସମୂହ
Example :
ଅନୁସୂଚିତ ଜନଜାତିମାନଙ୍କ ବିକାଶପାଇଁ ସରକାର ଦୃଢ଼ ପଦକ୍ଷେପ ନେବା ଉଚିତ୍
Translation in other languages :
सरकार द्वारा निश्चित की गई या ठहराई हुई आदिवासी या वन्य जातियाँ।
अनसूचित-जनजातियों के विकास के लिए सरकार को ठोस कदम उठाने चाहिएँ।