Meaning : ବାନ୍ଧିକରି ଓ କଟାକଟି କରି ଏକ ବିଶେଷ ଢଙ୍ଗରେ ବଢ଼ିବାପାଇଁ ପ୍ରବୃତ୍ତ କରିବା
Example :
କୃଷକ ପାନ ଲତାଗୁଡ଼ିକ ଅନୁବର୍ଦ୍ଧନ କରୁଛି
Synonyms : ଦାୟିତ୍ୱନେବା, ବର୍ଦ୍ଧିତ କରାଇବା, ବଢ଼ାଇବା, ରକ୍ଷଣାବେକ୍ଷଣ କରିବା
Translation in other languages :
* बाँधकर और कटाई-छँटाई करके एक विशेष तरीके से बढ़ने में प्रवृत्त करना।
किसान पान की लताओं का अनुवर्धन कर रहा है।