Meaning : ଖାଦ୍ୟର ଅଭାବରେ ଲୋକେ ଭୋକରେ ମରୁଥିବା ଅବସ୍ଥା
Example :
ଦୈବୀ ଆପଦ କାରଣରୁ ବହୁତ ଗ୍ରାମବାସୀ ଦୁର୍ଭିକ୍ଷର ଶିକାର ହୋଇଗଲେ
Synonyms : ଦୁର୍ଭିକ୍ଷ
Translation in other languages :
A state of extreme hunger resulting from lack of essential nutrients over a prolonged period.
famishment, starvation