Meaning : କିଛି ସମୟପର୍ଯ୍ୟନ୍ତ ଲଗାତରଭାବେ ହେଉଥିବା ବର୍ଷା
Example :
କୁହାଯାଏ ଯେ ଶନିବାରରେ ଆରମ୍ଭ ହେଉଥିବା ଝଡିବର୍ଷା ଶନିବାର ପର୍ଯ୍ୟନ୍ତ ଚାଲିଥାଏ ଝଡ଼ି ଥମୁ ନାହିଁ
Synonyms : ଝଡ଼ି
Translation in other languages :
कुछ समय तक लगातार होनेवाली वर्षा।
कहते हैं कि शनिवार की लगी झड़ी अगले शनिवार तक चलती है।