Subscribe
URL of the page has been copied to clipboard.
Meaning : ଅବନତି ଆଡ଼କୁ ଅଗ୍ରସର ହେବାର କ୍ରିୟା ବା ଭାବ
Example : ତାହାର ଅଧଃପତନର ସବୁଠାରୁ ମୁଖ୍ୟ କାରଣ ହେଉଛି ମଦ
Synonyms : ଅଧଃପତନ, ଅଧୋଗତି, ତଳକୁତଳକୁ
Meaning : ଉତ୍ତମରୁ ଅଧମ ଆଡ଼କୁ ଆସିବା କ୍ରିୟା
Example : କାହା ଚରିତ୍ରର ଅଧୋଗମନଠାରୁ ଅଧିକ ଆଉ କଣ ହୋଇପାରେ
Synonyms : ଅନୁଲୋମ
Translation in other languages :हिन्दी
उत्तम से अधम की ओर आने की क्रिया।
Install App