Meaning : ପରସ୍ପର ମିତ୍ର
Example :
ଅଧିମିତ୍ର ଜଣେ ଅନ୍ୟଜଣକ ନିମନ୍ତେ ପ୍ରାଣ ଦେବା ପାଇଁ ତତ୍ପର ରହନ୍ତି
Translation in other languages :
Meaning : ଜ୍ୟୋତିଷଙ୍କ ଅନୁସାରେ ଦୁଇ ପରସ୍ପର ମିତ୍ର ଗ୍ରହ
Example :
ଦ୍ୱାଦଶ ଘରେ ଅଧିମିତ୍ରର ପ୍ରଭାବ ଯୋଗୁଁ ଆପଣଙ୍କୁ ଲାଭ ହେବ
Translation in other languages :
ज्योतिष के अनुसार दो परस्पर मित्र ग्रह।
बारहवें घर में अधिमित्र के प्रभाव से आपको लाभ होगा।