Meaning : ଯେଉଁ ସ୍ଥାନର ସୌନ୍ଦର୍ଯ୍ୟ ଅସାଧାରଣ ବା ଯାହା ଆଶ୍ଚର୍ଯ୍ୟଚକିତ କରେ
Example :
ହିମାଳୟ କ୍ଷେତ୍ରରେ ବୁଲୁବୁଲୁ ଆମେମାନେ ଗୋଟିଏ ଅଦ୍ଭୁତ ସ୍ଥାନରେ ପହଞ୍ଚିଗଲୁ
Synonyms : ଅଦ୍ୱିତୀୟ ସ୍ଥାନ, ଅପୂର୍ବ ସ୍ଥାନ, ଅସାଧାରଣ ସ୍ଥାନ, ଅସାମାନ୍ୟ ସ୍ଥାନ, ବିଲକ୍ଷଣ ସ୍ଥାନ
Translation in other languages :
वह स्थान जिसकी सुन्दरता विलक्षण हो या जो आश्चर्य में डाल देनेवाली हो।
हिमालयी क्षेत्र में घूमते-घूमते हमलोग एक अद्भुत स्थान पर पहुँच गए।A place or scene of great or strange beauty or wonder.
wonderland