Meaning : କୌଣସି ଇଂରେଜୀ ମାସର ଅଷ୍ଟାବିଂଶତିତମ ଦିନ ପଡ଼ୁଥିବା ତାରିଖ
Example :
ଅଠେଇଶ ତାରିଖରେ ଦୀପାବଳି ପଡ଼ୁଛି
Synonyms : ଅଠେଇଶ ତାରିଖ
Meaning : କୋଡ଼ିଏ ଆଉ ଆଠ ମିଶି ହେଉଥିବା ସଂଖ୍ୟା
Example :
ତିରିଶରୁ ଦୁଇ ଫେଡ଼ିଲେ ଅଠେଇଶ ହୁଏ
Synonyms : ୨୮
Translation in other languages :