Meaning : ଚାଲୁଚାଲୁ ହଠାତ ରହିଯିବା
Example :
ସେ ରାସ୍ତାରେ ସାପ ଦେଖି ସ୍ତମ୍ଭୀଭୂତ ହୋଇଗଲା
Synonyms : ଜଡ଼ୀଭୂତ ହେବା, ସ୍ତମ୍ଭୀଭୂତ ହେବା
Translation in other languages :
Meaning : ରୁଦ୍ଧ ହେବା ବା ଅଟକିବା
Example :
ନାବଦାନ ଅବରୁଦ୍ଧ ହୋଇଗଲା
Synonyms : ଅବରୁଦ୍ଧହେବା, ଫସିଯିବା, ବନ୍ଦହେବା, ବାଧାପଡ଼ିବା
Translation in other languages :
रुधाँ या रुका हुआ होना।
नाबदान अवरुद्ध हो गया है।