Meaning : ଜନନରେ ଭାଗ ନେଉନଥିବା ଏକ କୋଷିକା ବା ଯେଉଁ କୋଷିକାଦ୍ୱାରା ଜନନ ହୁଏନାହିଁ
Example :
ଶରୀର ଭିତରେ ଅଜନନ କୋଷିକା ମଧ୍ୟ ମିଳି ଥାଆନ୍ତି
Synonyms : ଅଜନନିକା, କାୟ କୋଷିକା, ଜଡ଼ କୋଷିକା
Translation in other languages :
वह कोशिका जो जनन में भाग नहीं लेती हो या जिसके द्वारा जनन न होता हो।
शरीर के अंदर अजनन कोशिकाएँ भी पायी जाती हैं।