Meaning : ଆଗକୁ ବଢ଼ୁଥିବା
Example :
ଶିକ୍ଷା କ୍ଷେତ୍ରରେ ଏହା ଅଗ୍ରଣୀ ସମାଜ
Synonyms : ଅଗ୍ରଗାମୀ
Translation in other languages :
Having the leading position or higher score in a contest.
He is ahead by a pawn.Meaning : ଯେ ଆଗକୁ ବଢ଼ି କାର୍ଯ୍ୟ କରନ୍ତି
Example :
ଦେଶ ନିର୍ମାଣରେ ଅଗ୍ରଣୀ ବ୍ୟକ୍ତିଙ୍କୁ ସରକାର ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବ
Translation in other languages :
Meaning : ଯେ କୌଣସି କ୍ଷେତ୍ରର ମୁଖିଆ
Example :
ସେ ଏହି ମଣ୍ଡଳର ପ୍ରଧାନ କାର୍ଯ୍ୟକର୍ତ୍ତା
Synonyms : ଅଗ୍ରଗଣ୍ୟ, ପ୍ରଧାନ, ପ୍ରମୁଖ, ବରିଷ୍ଠ, ମୁଖ୍ୟ, ଶ୍ରେଷ୍ଠ
Translation in other languages :
Ranking above all others.
Was first in her class.