Meaning : ଯେଉଁ ଗଛର ଗୋଲ ଓ ଖଟା ଫଳ ଖିଆଯାଏ ଏବଂ ଔଷଧ ତିଆରି କରିବା କାମରେ ଆସେ
Example :
ଝଡ ତୋଫାନରେ ଅଁଳା ଗଛର ଗୋଟିଏ ଡାଳ ଭାଙ୍ଗିଗଲା
Translation in other languages :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
tree